Request to place in 2024 Election Manifesto (୨୦୨୪ ନିର୍ବାଚନ ଇସ୍ତାହାରରେ ସ୍ଥାନ ଦେବା ପାଇଁ ଅନୁରୋଧ)

 


୨୦୨୪ ନିର୍ବାଚନ ଇସ୍ତାହାରରେ ସ୍ଥାନ ଦେବା ପାଇଁ ଅନୁରୋଧ

 

. ଓଡିଶା ସାର୍ବଜନୀନ ପାଠାଗାର ଅଧିନିୟମ ୨୦୦୧ କୁ ଯଥାଶୀଘ୍ର ଲାଗୁ କରାଯିବ ଆବଶ୍ୟକ

. ପ୍ରତି ଗ୍ରାମ ପଞ୍ଚାୟତ ରେ ତୁରନ୍ତ ପାଠାଗାର ସ୍ଥାପନ କରାଯିବ ସହିତ ଏହାର ପରିଚାଳନା ପାଇଁ ତାଲିମ୍ ପ୍ରାପ୍ତ ପାଠାଗାର ସୁଚନା ଅଧିକାରୀ   (ଲାଇବ୍ରେରୀଆନ୍ ) ନିଯୁକ୍ତି କରାଯିବା ଆବଶ୍ୟକ।

. ରାସନ କାର୍ଡ ସ୍ୱାସ୍ଥ୍ୟ ବୀମା କାର୍ଡ ଭଳି ପ୍ରତ୍ୟକ ପରିବାରକୁ ୟୁନିକ ଲାଇବ୍ରେରୀ କାର୍ଡ ପ୍ରଦାନ କରାଯିବ ଦରକାର, ଯାହାକିମୋ ପାଠାଗାର କାର୍ଡକିମ୍ବାଆମ ପାଠାଗାର କାର୍ଡଯୋଜନା ହେବା ଦରକଙ୍କର  

. ପ୍ରତ୍ୟକ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପାଠାଗାର ସ୍ଥାପନ ଜଣେ ଲେଖାଏଁ ପ୍ରଫେସନାଲ୍ ଲାଇବ୍ରେରୀଆନ୍ ନିଯୁକ୍ତି ବାଧ୍ୟତାମୂଳକ

. ରାଜ୍ୟର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ବିଶ୍ଵବିଦ୍ୟାଳୟର ପାଠାଗାର ମାନଙ୍କରେ ଖାଲିପଡ଼ିଥିବା ପଦବୀ ତୁରନ୍ତ ପୁରଣ କରାଯିବା ଉଚିତ୍।

 

Request to place in 2024 Election Manifesto

1. Odisha Public Library Act 2001 should be implemented as soon as possible.

2. Library should be established immediately in every Gram Panchayat and trained Library and Information Officer (Librarian) should be appointed for its management.

3. Unique library card should be issued to every family like ration card and health insurance card, which should be planned as 'My Library Card' or 'Am Library Card'.

4. Establishment of library and appointment of one professional librarian is mandatory in every government high school.

5. Vacancies in the libraries of various schools, colleges and universities of the state should be filled immediately.





Odisha Library Academy representation against NCDS advertisement for outsourcing of Librarian

Odisha Library Academy wrote a letter to Hon'ble Minister  Dept. of Higher Education, Govt. of Odisha to take necessary action/order to cancel NCDS advertisement for outsourcing of Librarian

There are no recruitment of Librarian & professional Library Staff in Odisha Adarsha Vidyalaya (OAVS), e-Libraries under 5t & MoSchool in Govt. High Schools, Colleges, Universities. However there are so many vacant Posts in different Libraries, the institute assign library work to non-library professionals. Even somewhere the library staff appointments are being through outsourcing like security service or housekeeping services. Odisha Public Library Act-2001 have not been implemented till yet. There is no library as well as no librarian in the proposed Panchayat Library announced by Odisha Govt. in 2018. ********************************************** Libraries & Librarians are struggling for the ignorance of the Government & Administrations. Some organisations are running without Library & Some Libraries are running without Professional Librarian. If non-Library Professionals execute Library, what the professionals do? It is time to Fight for our right, Let’s Join the Library Movement Odisha. ********************************************** ********************************************** ଓଡିଶାରେ ଲାଇବ୍ରେରୀଆନ ଏବଂ ପ୍ରଫେସନାଲ ଲାଇବ୍ରେରୀ କର୍ମଚାରୀଙ୍କ କୌଣସି ନିଯୁକ୍ତି ହେଉ ନାହିଁ | ଯେମିତିକି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAVS), ସରକାରୀ ଉଚ୍ଚ ବିଦ୍ୟାଳୟମାନଙ୍କରେ 5T ଏବଂ ମୋ ସ୍କୁଲ ଅନ୍ତର୍ଗତ ଇ-ଲାଇବ୍ରେରୀ, କଲେଜ, ବିଶ୍ୱବିଦ୍ୟାଳୟ ଆଦିର ବିଭିନ୍ନ ଲାଇବ୍ରେରୀମାନଙ୍କରେ ବହୁତ ଗୁଡ଼ିଏ ଖାଲି ପୋଷ୍ଟ ଅଛି, କିନ୍ତୁ ଅନୁଷ୍ଠାନ ଲାଇବ୍ରେରୀ କାର୍ଯ୍ୟକୁ ଅଣ ଲାଇବ୍ରେରୀ ପ୍ରଫେସନାଲମାନଙ୍କୁ ନ୍ୟସ୍ତ କରୁଛି | ଏପରିକି କିଛି ସ୍ଥାନରେ ଲାଇବ୍ରେରୀ କର୍ମଚାରୀଙ୍କ ନିଯୁକ୍ତି ସୁରକ୍ଷା ସେବା କିମ୍ବା ଗୃହରକ୍ଷୀ ସେବା ପରି ଆଉଟସୋର୍ସିଂ ମାଧ୍ୟମରେ ହେଉଛି | ଓଡିଶା ପବ୍ଲିକ୍ ଲାଇବ୍ରେରୀ ଆକ୍ଟ -୨୦୦୧ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ | ୨୦୧୮ ମସିହାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ପ୍ରସ୍ତାବିତ ପଞ୍ଚାୟତ ଲାଇବ୍ରେରୀରେ କୌଣସି ଲାଇବ୍ରେରୀ ହୋଇନାହିଁ ଓ ପରିଚାଳନପାଇଁ କୌଣସି ଲାଇବ୍ରେରୀଆନ ର ବ୍ୟବସ୍ଥା ବି ହୋଇନାହିଁ | ********************************************** ସରକାର ଏବଂ ପ୍ରଶାସନର ଏହିଭଳି ଅବହେଳା ପାଇଁ ଲାଇବ୍ରେରୀ ଏବଂ ଲାଇବ୍ରେରୀଆନମାନେ ସଂଘର୍ଷ କରିଆସୁଛନ୍ତି | କିଛି ସଂସ୍ଥା ଲାଇବ୍ରେରୀ ବିନା ଚାଲୁଛି ତ କିଛି ଲାଇବ୍ରେରୀ, ପ୍ରଫେସନାଲ୍ ଲାଇବ୍ରେରିଆନ୍ ବିନା ଚାଲୁଛି | ଯଦି ଅଣ ଲାଇବ୍ରେରୀ ପ୍ରଫେସନାଲମାନେ ଲାଇବ୍ରେରୀକୁ ପରିଚାଳନା କରନ୍ତି, ପାଠାଗାର ବୃତ୍ତିରେ ତାଲିମ ତଥା ଶିକ୍ଷା ଗ୍ରହଣ କରିଥବା ପ୍ରଫେସନାଲମାନେ କ’ଣ କରିବେ ? ଆମର ଅଧିକାର ପାଇଁ ସଂଗ୍ରାମ କରିବାର ସମୟ ଆସିଛି, ଆସନ୍ତୁ ଲାଇବ୍ରେରୀ ମୁଭମେଣ୍ଟ ଓଡିଶାରେ ଯୋଗଦେବା |