Article

The following articles are related to our mission Library Movement Odisha. So we would like to share on our website. If you have published or found any published article related to our mission, you may send us at "librarymovement.odisha@gmail.com", we will share those in this page.

There are no recruitment of Librarian & professional Library Staff in Odisha Adarsha Vidyalaya (OAVS), e-Libraries under 5t & MoSchool in Govt. High Schools, Colleges, Universities. However there are so many vacant Posts in different Libraries, the institute assign library work to non-library professionals. Even somewhere the library staff appointments are being through outsourcing like security service or housekeeping services. Odisha Public Library Act-2001 have not been implemented till yet. There is no library as well as no librarian in the proposed Panchayat Library announced by Odisha Govt. in 2018. ********************************************** Libraries & Librarians are struggling for the ignorance of the Government & Administrations. Some organisations are running without Library & Some Libraries are running without Professional Librarian. If non-Library Professionals execute Library, what the professionals do? It is time to Fight for our right, Let’s Join the Library Movement Odisha. ********************************************** ********************************************** ଓଡିଶାରେ ଲାଇବ୍ରେରୀଆନ ଏବଂ ପ୍ରଫେସନାଲ ଲାଇବ୍ରେରୀ କର୍ମଚାରୀଙ୍କ କୌଣସି ନିଯୁକ୍ତି ହେଉ ନାହିଁ | ଯେମିତିକି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAVS), ସରକାରୀ ଉଚ୍ଚ ବିଦ୍ୟାଳୟମାନଙ୍କରେ 5T ଏବଂ ମୋ ସ୍କୁଲ ଅନ୍ତର୍ଗତ ଇ-ଲାଇବ୍ରେରୀ, କଲେଜ, ବିଶ୍ୱବିଦ୍ୟାଳୟ ଆଦିର ବିଭିନ୍ନ ଲାଇବ୍ରେରୀମାନଙ୍କରେ ବହୁତ ଗୁଡ଼ିଏ ଖାଲି ପୋଷ୍ଟ ଅଛି, କିନ୍ତୁ ଅନୁଷ୍ଠାନ ଲାଇବ୍ରେରୀ କାର୍ଯ୍ୟକୁ ଅଣ ଲାଇବ୍ରେରୀ ପ୍ରଫେସନାଲମାନଙ୍କୁ ନ୍ୟସ୍ତ କରୁଛି | ଏପରିକି କିଛି ସ୍ଥାନରେ ଲାଇବ୍ରେରୀ କର୍ମଚାରୀଙ୍କ ନିଯୁକ୍ତି ସୁରକ୍ଷା ସେବା କିମ୍ବା ଗୃହରକ୍ଷୀ ସେବା ପରି ଆଉଟସୋର୍ସିଂ ମାଧ୍ୟମରେ ହେଉଛି | ଓଡିଶା ପବ୍ଲିକ୍ ଲାଇବ୍ରେରୀ ଆକ୍ଟ -୨୦୦୧ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ | ୨୦୧୮ ମସିହାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ପ୍ରସ୍ତାବିତ ପଞ୍ଚାୟତ ଲାଇବ୍ରେରୀରେ କୌଣସି ଲାଇବ୍ରେରୀ ହୋଇନାହିଁ ଓ ପରିଚାଳନପାଇଁ କୌଣସି ଲାଇବ୍ରେରୀଆନ ର ବ୍ୟବସ୍ଥା ବି ହୋଇନାହିଁ | ********************************************** ସରକାର ଏବଂ ପ୍ରଶାସନର ଏହିଭଳି ଅବହେଳା ପାଇଁ ଲାଇବ୍ରେରୀ ଏବଂ ଲାଇବ୍ରେରୀଆନମାନେ ସଂଘର୍ଷ କରିଆସୁଛନ୍ତି | କିଛି ସଂସ୍ଥା ଲାଇବ୍ରେରୀ ବିନା ଚାଲୁଛି ତ କିଛି ଲାଇବ୍ରେରୀ, ପ୍ରଫେସନାଲ୍ ଲାଇବ୍ରେରିଆନ୍ ବିନା ଚାଲୁଛି | ଯଦି ଅଣ ଲାଇବ୍ରେରୀ ପ୍ରଫେସନାଲମାନେ ଲାଇବ୍ରେରୀକୁ ପରିଚାଳନା କରନ୍ତି, ପାଠାଗାର ବୃତ୍ତିରେ ତାଲିମ ତଥା ଶିକ୍ଷା ଗ୍ରହଣ କରିଥବା ପ୍ରଫେସନାଲମାନେ କ’ଣ କରିବେ ? ଆମର ଅଧିକାର ପାଇଁ ସଂଗ୍ରାମ କରିବାର ସମୟ ଆସିଛି, ଆସନ୍ତୁ ଲାଇବ୍ରେରୀ ମୁଭମେଣ୍ଟ ଓଡିଶାରେ ଯୋଗଦେବା |